ଅଗ୍ନିକାଣ୍ଡରେ ୧୫ ବଖରା ଜଲିଗଲା

ଭୁବନେଶ୍ଵର : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଆଡ଼ିଆ ପଞ୍ଚାୟତର ଅଗିରାଗାଡ଼ିଆ ଗାଁରେ ଗତକାଲି ଵିଳମ୍ଵିତ ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୩ ଟି ପରିବାରର ୧୫ ବଖରା ଘର, ୧୦ଟି ଛେଳି ଓ ୬ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଵିଦ୍ୟୁତ୍‌ ସଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଖବର ପାଇ ଆଗରପଡ଼ାରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ୩ଟି ପରିବାର ସର୍ବସ୍ୱାନ୍ତ ହୋଇସାରିଥିଲେ।

ମତାମତ ଦିଅନ୍ତୁ ।