ଅନଶନରୁ ଓହରିଲେ ନୀଳଗିରି ବିଧାୟକ

ଭୁବନେଶ୍ଵର : ନୀଳଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୋହରିରଙ୍କ ଚାଳିଆ ଉଚ୍ଛେଦକୁ ନେଇ ଶୁକ୍ରବାର ନିଳଗିରି ବିଧାୟକ ସୁକାନ୍ତ ନାୟକ ଅନଶନରେ ବସିଥିଲେ। ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବିଳମ୍ବିତ ରାତିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଲୋଚନା କରିଥିଲେ। ଏହାପରେ ବିଧାୟକ ଜୁସ୍‌ ପିଇ ଅନଶନ ଭାଙ୍ଗିଥିଲେ।

ମତାମତ ଦିଅନ୍ତୁ ।