ଅପରାହ୍ଣ ୩ଟା ସୁଦ୍ଧା ବାଲେଶ୍ଵର ୫୪.୮୫ ଓ ତିର୍ତ୍ତୋଲରେ ୫୫.୨୩ ପ୍ରତିଶତ ମତଦାନ

ଭୁବନେଶ୍ଵର : ବାଲେଶ୍ଵର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅପରାହ୍ଣ ୩ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍ ୫୫.୦୪ ପ୍ରତିଶତ ଭୋଟ୍ ହୋଇଛି। ଏହି ସମୟ ସୁଦ୍ଧା ବାଲେଶ୍ଵର ସଦରରେ ୫୪.୮୫ ପ୍ରତିଶତ ଓ ତିର୍ତ୍ତୋଲରେ ୫୫.୨୩ ପ୍ରତିଶତ ମତଦାନ ହୋଇଛି।

ମତାମତ ଦିଅନ୍ତୁ ।