ଅଯୋଗ୍ୟ ଘୋଷିତ ହେଲେ କଂଗ୍ରେସ-ଜେଡିଏସର ୧୪ ବିଧାୟକ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ବିଧାନସଭା ସ୍ପିକର କେଆର  ରମେଶ କୁମାର ବଡ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ-ଜେଡିଏସର ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଗତ ୪ ଦିନରେ ସ୍ପିକର ଏପର୍ଯ୍ୟନ୍ତ ୧୪ ବିଧାୟକଙ୍କ ବିରୁଦ୍ଧରେ ଅଯୋଗ୍ୟତା ନିଷ୍ପତ୍ତି ନେଇସାରିଛନ୍ତି । ସେ ଗୁରୁବାର ୩ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । କର୍ଣ୍ଣାଟକରେ ୪ର୍ଥଥର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବାପରେ ୟେଦିୟୁରପ୍ପାଙ୍କୁ ୨୯ ଜୁଲାଇରେ ନିଜର ବହୁମତ ସାବ୍ୟସ୍ତ କରିବାକୁ ପଡିବ ।  

ମତାମତ ଦିଅନ୍ତୁ ।