ଅଲ୍ ଓଡ଼ିଶା ବିପିୟୁଟି ଓ ଡ଼ିପ୍ଲୋମା ଛାତ୍ରସଂଘର ନୂତନ କର୍ମକର୍ତ୍ତା ଚୟନ


ଭୁବନେଶ୍ଵର : ଅଲ୍ ଓଡ଼ିଶା ବିପିୟୁଟି ଷ୍ଟୁଡ଼େଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଓ ଅଲ୍ ଓଡ଼ିଶା ଡ଼ିପ୍ଲୋମା ଷ୍ଟୁଡ଼େଣ୍ଟ ଅର୍ଗାନାଇଜେସନ୍ (ଏଓଡ଼ିଏସ୍ଓ)ର ୪ର୍ଥ ବାର୍ଷିକ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରସ୍ଥିତ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରର୍ସର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ, ସମ୍ମାନୀୟ ଅତିଥି ଭାବେ ସାଂସଦ ଡ଼ଃ ଅମର ପଟ୍ଟନାୟକ, ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ।
ସଂଘର ପ୍ରତିଷ୍ଠାତା ତଥା ଯୁବ ବିଜେଡ଼ି ରାଜ୍ୟ ସଭାପତି ଅମରେଶ ପତ୍ରି ଓ ଉପ-ପ୍ରତିଷ୍ଠାତା ତଥା ଯୁବ ବିଜେଡ଼ି ରାଜ୍ୟ ସଂପାଦକ ତାରିଣୀ ପ୍ରସାଦ ନାୟକ, ଉପ-ପ୍ରତିଷ୍ଠାତା ବାସୁଦେବ ସାଙ୍କ ସମେତ ଉପଦେଷ୍ଟା ନିହାର ରଂଜନ ବେହେରା, ଧ୍ରୃତି ମାର୍ଥା, ଆଲୋକ ବେହେରା ଓ ପଲ୍ଲବ ଲିମାଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି।

ଏଓବିଏସ୍ଓ (ବିପିୟୁଟି)ର ସଭାପତି ଅଜୟ କୁମାର, କାର୍ଯ୍ୟକାରୀ ସଭାପତି ଆଚାର୍ଯ୍ୟ ରକି ପ୍ରିୟଦର୍ଶନ, ସାଧାରଣ ସଂପାଦକ ଚନ୍ଦ୍ରଶେଖର ସାହୁ, ଉପ-ସଭାପତି ଚିନ୍ମୟ ଦାସ, ଆଶୁତୋଷ ବାରିକ, ଅଙ୍କେଶ କୁମାର ମହାପାତ୍ର, ସହ ସାଧାରଣ ସଂପାଦକ ଶୁଭମ୍ ସ୍ୱାଇଁ, ଶାନ୍ତନୁ ନାୟକ, ରମ୍ୟ ରଂଜନ ମଲ୍ଲିକ, ଅବିନାଶ ସାହୁ, ଅରୁଣ କୁମାର ଜଗ୍ଦେବ, ସଂପାଦକ ଶୋଭନ୍ ପ୍ରଧାନ, ରାମକୃଷ୍ଣ ମଲ୍ଲିକ, ନିତୀଶ କୁମାର ନାୟକ, ଶତାବ୍ଦୀ ମିଲନ୍ ବେହୁରା, ପ୍ରେମ୍ସାଇ ବିଶ୍ୱପ୍ରକାଶ, ସାଂସ୍କୃତିକ ସଂପାଦକ ପ୍ରତିକ ପ୍ରଧାନ, ଦେବବ୍ରତ ବେହେରା, ପ୍ରଭାତ ପାଣିଗ୍ରାହୀ, ବିଶ୍ୱଜିତ ସାହୁ, ତନ୍ବୀର ଆଲାମ୍ ଖାନ୍, ଜ୍ଞାନଜିତ ଦାସ, କ୍ରୀଡ଼ା ସଂପାଦକ ସଦାଶିବ ମାଝି, ସତ୍ୟପ୍ରିୟ ଜେନା, ସୌମ୍ୟରଂଜନ ସାମଲ, ସୌଭାଗ୍ୟ ଲେଙ୍କା, ସ୍ୱଦେଶ ନାୟକ, କାର୍ଯ୍ୟକାରୀ ସଂପାଦକ ସନ୍ଦୀପ କୁମାର ନାୟକ, ଶୁଭ୍ରାଂଶୁ ବେଦ, ଅଙ୍କିତ ସାମଲ, ଅତୁଲ ପ୍ରସାଦ ସାମନ୍ତରାୟ, ଯୁଗ୍ମ ସଂପାଦକ ପ୍ରିତମ ପରିଡ଼ା, ବିବେକାନନ୍ଦ ନାୟକ, କାର୍ଯ୍ୟକାରୀ ସଦସ୍ୟ – ପ୍ରସନ୍ନ ପାଣି, ଅମିୟ ରଂଜନ ଦାସ, ସଙ୍କେତ ରାୟ, ହିମାଂସୁ ଦାସ, କିଶୋର ଚନ୍ଦ୍ର ବେହହେରା, ହିରକ ଜ୍ୟୋତି ରାୟ, ରଂଜନ ମହାପାତ୍ର, ମହିମା ମଙ୍ଗରାଜ, ଅମ୍ଲାନ ଜ୍ୟୋତି ପାତ୍ର, ବିକାଶ କୁମାର ସାହୁ, ସ୍ୱରୂପ ରଂଜନ ଶତପଥି, ସ୍ମୃତି ରଂଜନ ପ୍ରହରାଜ, ପ୍ରଦୀପ କୁମାର ସାହୁ, ଦିପକ ବେହେରା, ଅତିଶ୍ରୀ ଚନ୍ଦ୍ର ନାୟକ ।

ଏଓଡ଼ିଏସ୍ଓ (ଡ଼ିପ୍ଲେମା)ର ସଭାପତି ବିକାଶ ପଣ୍ଡା, କାର୍ଯ୍ୟକାରୀ ସଭାପତି ଶୁଭ ନାରାୟଣ ନାୟକ, ସାଧାରଣ ସଂପାଦକ ଯୋଗେଶ୍ୱର ମହାପାତ୍ର, ଉପସଭାପତି ରାକେଶ ପଟ୍ଟନାୟକ, ପ୍ରୀତିଶ ପାଢ଼ୀ, ସମ୍ବିତ କୁମାର ମହାପାତ୍ର, ହିତାଂଶୁ ଭୁଷଣ ବଳ, ସହ ସାଧାରଣ ସଂପାଦକ ଶୁଭମ୍ ମହାନ୍ତି, ବିମଳେନ୍ଦୁ ବାରିକ, ସ୍ୱରୂପ ସ୍ୱାଇଁ, ସ୍ୱାଗତ ରଂଜନ ମହାପାତ୍ର, ସଂପାଦକ ପ୍ରସାଦ ବେହେରା, ଅଜିତ୍ ବାରିକ, ପପୁ ସ୍ୱାଇଁ, ସୁବ୍ରତ କୁମାର ମହାପାତ୍ର, ସାଂସ୍କତିକ ସଂପାଦକ ବିଭୂତି ଭୂଷଣ ପଲେଇ, ଅତୁଲ କୁମାର ସାହୁ, ଦିପ୍ତୀ ରଂଜନ ଦାସ, କ୍ରୀଡ଼ା ସଂପାଦକ ଏମ୍.ଆରିଫୁର୍ ଯାମନ, ବିଶ୍ୱନାଥ ବଳିଆରସିଂହ, କାର୍ଯ୍ୟକାରୀ ସଦସ୍ୟ ସ୍ମୃତି ରଞ୍ଜନ ମହାନ୍ତି, ସୁନିଲ ମହାନ୍ତି, ଶିବାନୀ ଶଙ୍କର ସାହୁ, ଆଲୋକ କୁମାର ମହାପାତ୍ର ଓ ଜଗନ୍ନାଥ ସାମଲ। ଏହି ଅବସରରେ ପ୍ରତାପ ମହାନ୍ତି, ହିମାଂଶୁ ଶେଖର ସାହୁ, ନାରାୟଣ ଲୁହା, ସିଦେ୍ଧଶ୍ୱର ମହାନ୍ତି, ନାରାୟଣ ବେହେରା, ମନୋଜ ନାୟକ, ଅଜୟ ପଟ୍ଟନାୟକ, ସୁରଜ ବିଶ୍ୱାଳ, ଅଭିମନ୍ୟୁ ପାତ୍ର ଓ କୈଳାସ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା ବୋଲି ସଂଘର ମୁଖ୍ୟ ସଂଗଠକ ପବନ କୁମାର ସ୍ୱାଇଁ ଓ ଅନନ୍ତ ନାରାୟଣ ଜେନା ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

ମତାମତ ଦିଅନ୍ତୁ ।