ଅସୁସ୍ଥ ପାଇଁ ଡାକ୍ତରଖାନା ଗଲେ ଆଶୀର୍ବାଦ

ଭୁବନେଶ୍ୱର: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ହେବାରୁ ତାଙ୍କୁ ଝାରପଡ଼ା ଜେଲରୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି। ସୂଚନା ଅନୁଯାୟୀ ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ଗୁରୁବାର ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା। ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ମାମଲାରେ ସେ ଗିରଫ ହୋଇଛନ୍ତି। ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି।

ମତାମତ ଦିଅନ୍ତୁ ।