ଆଣବିକ ବୋମା ବହନକାରୀ ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷା କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଆଜି ପ୍ରତ୍ୟୁଷରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ର ପରୀକ୍ଷଣ କରିଛି। ଉତାକ୍ଷେପଣ ସଫଳ ହୋଇଥବା ଟ୍ଵିଟ କରି ଜଣାଇଛନ୍ତି ପାକ ସଶସ୍ତ୍ର ବାହିନୀର ମୁଖପାତ୍ର ମେଜର୍‌ ଜେନେରାଲ୍‌ ଅସିଫ୍‌ ଗଫୁର। ସାମରିକ ମୁଖପାତ୍ର କହିଛନ୍ତି ଏହି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଏକାଧିକ ପ୍ରକାରର ବୋମା ୨୯୦ କିଲୋମିଟର୍‌ ଯାଏଁ ନିକ୍ଷେପ କରିବାକୁ ସମର୍ଥ।

ମତାମତ ଦିଅନ୍ତୁ ।