ଆବାସ ଯୋଜନା ପାଇଁ କଲ ସେଣ୍ଟର

ଭୁବନେଶ୍ୱର : ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ପ୍ରତି ଜିଲ୍ଲାରେ କଲ ସେଣ୍ଟର ପ୍ରତିଷ୍ଠା କରାଯିବ। ଏ ନେଇ ସବୁ ଜିଲ୍ଲାର ପିଡି ଡିଆର୍‌ଡିଏଙ୍କୁ ବିଭାଗୀୟ ନିର୍ଦ୍ଦେଶକଙ୍କ ଚିଠି ଲେଖାଯାଇଛି। ହିତାଧିକାରୀଙ୍କୁ ଯାବତୀୟ ସୁବିଧା ଦେବାକୁ ଏହି କଲ ସେଣ୍ଟରରୁ ହିତାଧିକାରୀଙ୍କ ନିକଟକୁ ୫୦ଟି ଟେଲିଫୋନ ଟେଲିଫୋନ୍‌ ଯିବ। କେହି ହଇରାଣ କରୁଛନ୍ତି କି, ଟଙ୍କା ମାଗୁଛନ୍ତି ସେ ବିଷୟରେ କର୍ମଚାରୀମାନେ ପଚାରିବେ।

ମତାମତ ଦିଅନ୍ତୁ ।