ଆମେରିକାରେ ଅପମାନିତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତିନି ଦିନିଆ ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କୁ ଅପମାନିତ ହେବାକୁ ପଡ଼ିଛି। ବିମାନ ବନ୍ଦରରେ ପହଞ୍ଚିବା ପରେ ଆମେରିକାର କୌଣସି ଅଧିକାରୀ ପାଛୋଟି ନେବାକୁ ସେଠାରେ ଉପସ୍ଥିତ ନଥିବାର ଫଟୋ ଓ ଖବର ସାମ୍ନାକୁ ଆସିଛି। ଜାହାଫଳରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସି ଓ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କୁ ମେଟ୍ରୋରେ ବସି ହୋଟେଲ୍‌ ଯିବାକୁ ପଡ଼ିଛି।

ମତାମତ ଦିଅନ୍ତୁ ।