ଉଦଳା ଉପଖଣ୍ଡ ଡାକ୍ତରଖାନାରେ ଭଙ୍ଗାରୁଜା, ଧାରଣାରେ ଡାକ୍ତର ଓ କର୍ମଚାରୀ

ଭୁବନେଶ୍ଵର: ଉଦଳା ଉପଖଣ୍ଡ ଡାକ୍ତରଖାନାରେ ଗତକାଲି ରାତିରେ କିଛି ଯୁବକ ଭଙ୍ଗାରୁଜା କରିଛନ୍ତି । ଆଉଟଡୋର ହୋଇଯାଇଛି ଚୁରମାର । ଗଣ୍ଡଗୋଳ ଘଟାଇଥିବା ୩ ଯୁବକଙ୍କୁ ପୋଲିସ କାବୁ କରିଥିଲେ ହେଁ ସୁରକ୍ଷାକୁ ନେଇ ଡାକ୍ତର ଓ କର୍ମଚାରୀ ଆଜି ଧାରଣାରେ ବସିଥିଲେ। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି ।

ମତାମତ ଦିଅନ୍ତୁ ।