କଟକରେ ପହଞ୍ଚିଲେ ଜଗା କାଳିଆ

ଭୁବନେଶ୍ଵର : ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ୍‌ରେ ଆସି କଟକରେ ପହଞ୍ଚିଲେ ଜଗା କାଳିଆ। କଟକ ଷ୍ଟେସନରୁ ଉଭୟଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏସ୍‌ସିବିକୁ ନିଆଯାଇ ଜଗା, କାଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇଶଯ୍ୟା ବିଶିଷ୍ଟ କୋଠରୀ ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ୧୬ ଜଣିଆ ଟିମ୍ ଗଠନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମ୍‌ରେ ସାମିଲ କରାଯିବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି।

ମତାମତ ଦିଅନ୍ତୁ ।