ଭୁବନେଶ୍ଵର : କଟକ ସହର ଓ ପୁରୀ ଜିଲ୍ଲାରୁ ୬୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ରୁ ୩୬ ଜଣ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫ ଜଣ, ଏସସିବି ଆଇସୋଲେସରୁ ୪ ଜଣ ଓ ଏକ ଘରୋଇ ନର୍ସିଂହୋମରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀ ଜିଲ୍ଲାର ଡେଲାଙ୍ଗରୁ ୩ ଜଣ, ଗୋପରୁ ୨ ଜଣ, କଣାସରୁ ଜଣେ, ରେବଣା ନୂଆଁଗାଁରୁ ୫ ଜଣ ଓ ଜି ମିଡିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
2020-07-03