କଟକ : ୨୨୫ ଗ୍ରାମ ବ୍ରାଉନ ସୁଗର ଜବତ

0

କଟକ : ଆଜି ବାଲିଯାତ୍ରା ପଡ଼ିଆ ନିକଟରୁ ୨୨୫ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ। ପୋଲିସ ଏହି ଘଟଣାରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵରର ଅବଦୁଲ ହୁସେନକୁ ଗିରଫ କରିଥିବା ଜଣାପଡିଛି।

Leave A Reply

Your email address will not be published.