କଣ୍ଟାବାଞ୍ଜି ଓ ତୁରେଇକେଲା ଥାନାରେ ୧୮ ଦାଦନ ଦଲାଲ ଅଟକ

ଭୁବନେଶ୍ଵର : ରାଜ୍ୟ ବାହାରକୁ ଦାଦନ ଶ୍ରମିକ ପଠାଉଥିବା ଅଭିଯୋଗରେ ପୋଲିସ ୧୮ ଦଲାଲଙ୍କୁ ଥାନାରେ ଅଟକ ରଖିଥିବାର ଜଣାପଡିଛି। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ପୋଲିସ ୮ ଜଣଙ୍କୁ ଓ ତୁରେଇକେଲା ପୋଲିସ ୧୦ ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।