କଲରାପତରିଆ ବାଘ ବୁଲୁଛି

ଭୁବନେଶ୍ଵର : ବଲାଙ୍ଗିର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନା ଅଞ୍ଚଳରେ କଲରାପତରିଆ ବାଘ ବୁଲୁଛି। କାରଖାନାର କଲୋନୀ ବାସିନ୍ଦା ବାଘକୁ ଦେଖିଛନ୍ତି। ଗତକାଲି ସନ୍ଧ୍ୟାରେ ଟାଇପ ଫେଜ୍ ୨୪ ନିକଟରେ ଲୋକେ ବାଘ ବୁଲୁଥିବା ଦେଖିଥିବା ଫଟୋ କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ପ୍ରଘଟ ହେବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। କିନ୍ତୁ ରେଞ୍ଜର୍ କହିଛନ୍ତି ଏସଂପର୍କରେ କିଛି ଜାଣିନାହାଁନ୍ତି।

ମତାମତ ଦିଅନ୍ତୁ ।