କାବୁଲରେ ଆତଙ୍କବାଦୀ ଆକ୍ରମଣ, ୧୦ ନିହତ

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲ ଆଜି ପୁଣି ହୋଇଛି ବିସ୍ଫୋରଣ। ପୋଲିସ ଡିଷ୍ଟ୍ରିକ୍ଟ-୯ ଅଞ୍ଚଳରେ ଏହି କାର ବୋମା ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଏହି ଆକ୍ରମଣ ଲାଗି ତାଲିବାନ ନିଜକୁ ଦାୟୀ କରିଛି।

ମତାମତ ଦିଅନ୍ତୁ ।