Breaking Newsରାଜ୍ୟ
କେନ୍ଦୁଝର : ଲାଗୁହେଲା ଦୁଇ ଦିନିଆ ସଟ୍ଡାଉନ୍

କେନ୍ଦୁଝର : କରୋନା ସଂକ୍ରମଣ ରୋକିବାକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଆଜିଠାରୁ ଶନିବାର ଓ ରବିବାର ସଟ୍ଡାଉନ୍ କଟକଣା ଲାଗୁ କରିଛି। ସଟ୍ଡାଉନ୍ ପାଇଁ ରାସ୍ତାଘାଟ ଶୁନ ଶାନ ରହିଛି। କୃଷକ ବଜାର ଜନଶୂନ୍ୟ ହୋଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ପୋଲିସ ପ୍ରଶାସନ ପକ୍ଷରୁ ଚେକିଂକୁ କଡାକଡି କରାଯାଉଛି।