କେନ୍ଦ୍ରୀୟ ସାମୁଦ୍ରିକ ପୁଲିସ ବାହିନୀ ଗଠନ ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ପୁଲିସ ଫୋର୍ସ ଗଠନ କରିବାକୁ ଯାଉଛନ୍ତି। ଏହାର ନାମ ହେବ ସେଣ୍ଟ୍ରାଲ୍ ମେରାଇନ୍ ପୂୁଲିସ୍ ଫୋର୍ସ ବା କେନ୍ଦ୍ରୀୟ ସାମୁଦ୍ରିକ ସୁରକ୍ଷା ବଳ। ଦେଶର ୭୫୧୬ କିଲୋମିଟର ଦୀର୍ଘ ଉପକୂଳର ସୁରକ୍ଷା ଲାଗି ଏହି ଫୋର୍ସ ଗଠନ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କ୍ୟାବିନେଟ ଏହାର ଅନୁମୋଦନ ଅପେକ୍ଷାରେ ରହିଛି।

ମତାମତ ଦିଅନ୍ତୁ ।