କ୍ଷୀରୋଦ ମଲ୍ଲିକଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ

ଭୁବନେଶ୍ଵର : ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କୁ ମଙ୍ଗଳବାର ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ସମ୍ବଲପୁରରୁ ଗିରଫ କରିଛି। ବ୍ୟାଙ୍କ ଋଣ କାରବାର ନେଇ କ୍ରାଇମ୍‌ ବ୍ରାଞ୍ଚ କ୍ଷୀରୋଦ ମଲ୍ଲିକଙ୍କ ସମେତ ତାଙ୍କ ପୁଅଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ସେ ଚିଟ୍‌ଫଣ୍ଡ ଠକେଇରେ ଜେଲ ଯାଇଥିଲେ।

ମତାମତ ଦିଅନ୍ତୁ ।