ଖାରବେଳ ଭବନ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଖାରବେଳ ଭବନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି। ପ୍ରାୟ ୧୨୮ କୋଟି ଟଙ୍କାରେ ନିର୍ମିତ ଏହି ଭବନରେ ୧୧ଟି ବିଭାଗ କାର୍ଯ୍ୟ କରିବ। ସେହିପରି ମହାତ୍ମା ଗାନ୍ଧିଙ୍କର ‘ପରଶମଣି’କୁ ଉନ୍ମୋଚିତ ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ଅବସରରେ ଲୋକସେବା ଭବନର ପାମ୍‌କୋଟ୍‌ରେ ମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚନ କରିଛନ୍ତି।

ମତାମତ ଦିଅନ୍ତୁ ।