ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ମଙ୍ଗଳବାର ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ଡାକ୍ତର ଘୋଷଙ୍କୁ ପଚରାଉଚରା ପାଇଁ ବିରମିତ୍ରପୁର ଥାନାକୁ ଡାକିଥିଲା। ସେଠାରେ ଦୀର୍ଘ ସମୟ ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଛି।
2020-07-07