ଛାତ୍ରୀକୁ ଅନ୍ତସତ୍ତ୍ୱା କରି ବନ୍ଧାହେଲେ ଗୁରୁ

ଭୁବନେଶ୍ଵର : ଛାତ୍ରୀକୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଠକି ଦେଇଛନ୍ତି ଗୁରୁ। ଦୁଇ ମାସର ଅନ୍ତସତ୍ତ୍ୱା ହୋଇ ସେ ପ୍ରତାରଣାର ଶିକାର ହୋଇଛନ୍ତି। ଏହି ଘଟଣା ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଘଟିଥିବା ବେଳେ ପୋଲିସ ଗୁରୁଙ୍କୁ ବାନ୍ଧିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଏକ ହାଇସ୍କୁଲରେ ଶିକ୍ଷକ ସୁରେଶ ଚନ୍ଦ୍ର ମାରାଣ୍ଡି। ସୁରେଶ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ବିବାହ କରିବାକୁ  ମନା କରିବାରୁ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ।

ମତାମତ ଦିଅନ୍ତୁ ।