ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ଉପସ୍ଥାପିତ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍। ଏହାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥାପନ କରିଛନ୍ତି। ଗତକାଲି ରାଜ୍ୟସଭାରେ ଜମ୍ମୁ -କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିଲ୍ ପାସ୍ ହୋଇଥିବା ବେଳେ ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠ ହେତୁ ଏହାକୁ ପରୀତ କରିବାରେ କୌଣସି ଅସୁବିଧା ହେବନାହିଁ।

ମତାମତ ଦିଅନ୍ତୁ ।