ଜୁନାଗଡ଼ ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଲଳିତେନ୍ଦ୍ର ଗିରଫ

ଭୁବନେଶ୍ଵର : ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ଖଳନାୟକ ତାଙ୍କୁ ଲିଫ୍‌ଟ ଦେଇଥିବା ଲଳିତେନ୍ଦ୍ର ଶବର। ଏକ ୱେବ୍ ଚେନାଲକୁ ପୀଡ଼ିତା ଏହି ବୟାନ ଦେବା ପରେ ପୋଲିସ ଲଳିତେନ୍ଦ୍ରକୁ ଜୁନାଗଡ଼ ଥାନାରେ ଅଟକ ରଖିଥିଲା। ଆଜି ପୋଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିବା ସହ ଦୁଷ୍କର୍ମ ଅଭିଯୁକ୍ତ ଲଳିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମତାମତ ଦିଅନ୍ତୁ ।