ଦନ୍ତାହାତୀ ବୃଦ୍ଧାଙ୍କୁ ଦଳିଦେଲା

ଭୁବବନେଶ୍ଵର : ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ସରାଙ୍ଗ ଗ୍ରାମପଞ୍ଚାୟତ ଅଞ୍ଚଳର ଜଟିଆ ଗ୍ରାମର ବୃଦ୍ଧା ମନୁ ସାହୁଙ୍କ ଶନିବାର ସକାଳେ ଦନ୍ତାହାତୀ ଦଳି ମାରିଦେଇଛି। ଗାଆଁ ଠାରୁ କିଛି ଦୂର ଧାନକ୍ଷେତରେ ଏହି ଅଘଟଣ ଘଟିଛି। ସେ ଧନକ୍ଷେତ ଦେଖିବା ପାଇଁ ସକାଳେ ଯାଇ ନଫେରିବାରୁ ଘରଲୋକେ ଚାରିଆଡ଼େ ଖୋଜା ଖୋଜି କରି ଶେଷରେ କ୍ଷେତରେ ମରି ପଡ଼ିଥିବା ଦେଖିଥିଲେ।

ମତାମତ ଦିଅନ୍ତୁ ।