ଦଶପଲ୍ଲାରେ ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ଵର : ନୟାଗଡ ଜିଲ୍ଲା ଦଶପଲ୍ଲା ଏନ.ଏ.ସି ନେତାଜୀ ପଡିଆଠାରେ ବିଜେଡ଼ି ତରଫରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁରର ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ଦଶପଲ୍ଲା ଏନ.ଏ.ସି ଅଧକ୍ଷ୍ୟ ବବିତା ସାହୁ, ଦଶପଲ୍ଲା ବ୍ଲକ ଅଧକ୍ଷ୍ୟ ସୁନନ୍ଦା ସାହୁ ଓ ନୂଆଗାଁ ବ୍ଲକ ଓ ଗଣିଆ ବ୍ଲକର ଅଧକ୍ଷ୍ୟ ଓ ଉପଧାକ୍ଷମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା କିପରି ସଫଳ ରୂପାୟନରେ ପରିଣତ ହେବ ତାହା ଉପରେ ଆଲୋକପାତ କରାଯାଇଥିଲା ।

ମତାମତ ଦିଅନ୍ତୁ ।