ଦାୟିତ୍ଵ ଗ୍ରହଣ କଲେ ନୂଆ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ଵର : ଭୁବନେଶ୍ଵର-କଟକ କମିସନରେଟ ପୋଲିସର ନୂଆ ପୋଲିସ କମିଶନର ଭାବେ ବରିଷ୍ଠ ଆଇପିଏସ ଅଫିସର ସୁଧାଂଶୁ ଷଡଙ୍ଗୀ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଇପିଏସ ସତ୍ୟଜିତ୍ ମହାନ୍ତିଙ୍କଠାରୁ ବିଧିବଦ୍ଧ ଦାୟିତ୍ଵ ନେବା ପରେ ଶ୍ରୀ ଷଡଙ୍ଗୀ ହୋଇଛନ୍ତି ଟ୍ଵିନ୍‌ ସିଟିର ସପ୍ତମ ପୋଲିସ କମିଶନର।

ମତାମତ ଦିଅନ୍ତୁ ।