ଦିଲ୍ଲୀ ବିମାନ ବନ୍ଦରରୁ ମିଳିଲା ବିସ୍ଫୋରକ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ୩ ନମ୍ବର ଟର୍ମିନାଲ୍‌ରୁ ମିଳିଥିବା ସନ୍ଦିଗ୍ଧ ବ୍ୟାଗ୍‌ରେ ଆର୍‌ଡିଏକ୍ସ ବିସ୍ଫୋରକ ଥିବା ଜଣାପଡ଼ିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏନେଇ ଖବର ପାଇବା ପରେ ପୋଲିସ ପକ୍ଷରୁ ବୋମା ଚିହ୍ନଟ ଓ ଅକାମିକାରୀ ଟିମ ସହିତ ସନ୍ଧାନୀ କୁକୁର ସ୍କ୍ଵାଡ୍‌ ଘଟଣାସ୍ଥଳରେ ପହଞ୍ଚି ତଲାସି କରିଥିଲେ।

ମତାମତ ଦିଅନ୍ତୁ ।