ଦୁର୍ଘଟଣାରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ

ଭୁବନେଶ୍ଵର : ସଡକ ଦୁର୍ଘଟଣାରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କର ମୃତ୍ୟୁ ଘଟିଛି। ବୌଦ୍ଧ ଚାରିଛକ କଲରାକୋଠା ନିକଟରେ କାର୍ ଭାରସାମ୍ୟ ହରାଇ ଗଛରେ କାର୍ ପିଟି ହୋଇଯିବାରୁ ଘଟିଛି ଏହି ଅଘଟଣ। ଗୁରୁତର ଅବସ୍ଥାରେ ଶ୍ରୀ ସେଠୀଙ୍କୁ ବୌଦ୍ଧ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।