ଦୁଷ୍କର୍ମ ଅଭିଯୋଗରେ ସ୍ୱାମୀ ଚିନ୍ମୟାନନ୍ଦ ଗିରଫ

ନୂଆଦିଲ୍ଲୀ: ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଶାହାଜାହାନପୁରରୁ ଉତ୍ତର ପ୍ରଦେଶ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ଆଜି ସକାଳେ ଗିରଫ କରିଛି। ଜଣେ ଆଇନଛାତ୍ରୀ ତାଙ୍କ ବିରୋଧରେ କରିଥିବା ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତରେ ଏସ୍‌ଆଇଟି ତଦନ୍ତ କରୁଥିଲା। ଗିରଫ ପରେ ଚିନ୍ମୟାନନ୍ଦଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ପଠାଯାଇଛି।

ମତାମତ ଦିଅନ୍ତୁ ।