ଦେବଗଡ଼ ପୌରନିର୍ବାହୀଙ୍କ ଘରେ ଭିଜିଲାନ୍ ରେଡ୍

ଦେବଗଡ଼ : ଦେବଗଡ଼ ପୌରନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ ସମେତ ତିନିଟି ଜାଗାରେ ଭିଜିଲାନ୍ ରେଡ କରିଥିବା ଖବର ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଞ୍ଜବନଙ୍କ ଦେବଗଡ଼ସ୍ଥିତ ସରକାରୀ ବାସଭବନ, ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର କଟାପାଲିସ୍ଥିତ ପୈତୃକ ବାସଭବନ ଓ ବନହରପାଲି ନିକଟସ୍ଥ ଜଗନ୍ନାଥ ନଗର ଶ୍ୱଶୁର ଘରେ ଭିଜିଲାନ୍ସର ଚଢ଼ାଉ ଚାଲିଛି।

ମତାମତ ଦିଅନ୍ତୁ ।