ନକଲି ସୁନା ବିସ୍କୁଟ ଦେଇ ଟଙ୍କା ଠକି ନେଉଥିବା ଗ୍ୟାଙ୍ଗ ଠାବ

ଭୁବନେଶ୍ୱର : ନକଲି ୨୦୦୦ ଓ ୧୦୦ ଟଙ୍କିଆ ନୋଟ । ନକଲି ସୁନା ବିସ୍କୁଟ ଦେଇ ଟଙ୍କା ଟଙ୍କା ଠକି ନେଉଥିବା ଗ୍ୟାଙ୍ଗକୁ କମିଶନରେଟ ସ୍ପେଶାଲ ସ୍କାର୍ଡ ଠାବ କରିଛି। ଝାଡଖଣ୍ଡର ଜଣେ ବ୍ୟକ୍ତିଙ୍କୁ ୫ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରଲୋଭନ ଦେଖାଇ ଠକେଇ କରାଯାଇଛି। ଡିଲ ସମୟରେ ପୋଲିସ କବଜାରେ ଧରାପଡିଛି ଗ୍ୟାଙ୍ଗ। ଅଭିଯୁକ୍ତଙ୍କ ଠାରୁ ୧୧୦ ପିସ୍  ସୁନା ବିସ୍କୁଟ ଓ ୭ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏସବୁ ନକଲି।

ମତାମତ ଦିଅନ୍ତୁ ।