ନିର୍ମଳ ଚନ୍ଦ୍ର ମିଶ୍ର ହେଲେ ଓଏସ୍‌ଏସ୍‌ସିର ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ନିର୍ମଳ ଚନ୍ଦ୍ର ମିଶ୍ର (ଆଇଏଏସ୍‌)ଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ୍‌ (ଓଏସ୍‌ଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି। ବର୍ତ୍ତମାନ ଅଧ୍ୟକ୍ଷ ମେଜର ଜେନେରାଲ ଭାବନୀଶଙ୍କର ଦାସ ନିଜ କାର୍ଯ୍ୟକାଳ ପୂରା କରି ସାରିଥିବାରୁ ନୂତନ ଅଧ୍ୟକ୍ଷ ଭାବେ ଆଇଏସ୍‌ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ଏହି ଦୟିତ୍ଵ ପ୍ରଦାନ କରାଯାଇଛି।

ମତାମତ ଦିଅନ୍ତୁ ।