ପଙ୍ଗୋଙ୍ଗ ହ୍ରଦରେ ଭାରତ ମୁତୟନ ଦ୍ରୁତଗାମୀ ବୋଟ୍

ନୂଆଦିଲ୍ଲୀ : ୧୩,୯୦୦ ଫୁଟ ଉଚ୍ଚରେ ଥିବା ୧୩୪ କିମି ଲମ୍ବ ବିଶିଷ୍ଟ ପଙ୍ଗୋଙ୍ଗ ହ୍ରଦର ଏକ ତୃତୀୟାଂଶ ଅଞ୍ଚଳ ଚୀନ ନିୟନ୍ତ୍ରଣରେ ରହିଛି। ଏହି ହ୍ରଦରେ ଭାରତୀୟ ସେନା ୧୭ କ୍ୟୁଟିଆର ଡଙ୍ଗା ଦ୍ୱାରା ପ୍ୟାଟ୍ରୋଲିଂ କରୁଥିବା ବେଳେ ଚୀନ ସେନା ବ୍ୟବହାର କରୁଛି ଅତ୍ୟାଧୁନିକ ଟାଇପ-୯୨୮ବି ବୋଟ୍‌। ତେଣୁ ଭାରତୀୟ ସେନାକୁ ଦ୍ରୁତଗାମୀ ବୋଟ ଦେବାପାଇଁ ଯୋଜନା ହୋଇଛି। ଏହି ବୋଟରେ ସେମାନେ ଅସ୍ତ୍ରଶସ୍ତ୍ର ସହ ଅତ୍ୟାଧୁନିକ ସର୍ଭେଲାନ୍ସ ସାମଗ୍ରୀ ବ୍ୟବହାର କରିବେ।

ମତାମତ ଦିଅନ୍ତୁ ।