ପାଟକୁରା ନିର୍ବାଚନ ପାଇଁ ୨୦ ତାରିଖ ଛୁଟି

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରେ ହେବ ପାଟକୁରା ବିଧାନସଭା ଆସନରେ ମତଦାନ। ସେଥିପାଇଁ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି। ୨୦ ତାରିଖ ଦିନ ପାଟକୁରାର ସବୁ ଶିଳ୍ପସଂସ୍ଥା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଛୁଟି ରହିବ। ନିର୍ବାଚନ ଦିନଟିକୁ ସବୈତନିକ ଛୁଟି ଦିବସ ଭାବେ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।