ପୁରୀ : ଦିବା ପହୁଡ଼ ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ୨ଘଣ୍ଟା ବନ୍ଦ

ଭୁବନେଶ୍ଵର : ପୁରୀ ଶ୍ରୀ ମନ୍ଦିରରେ ଦିବା ପହୁଡ଼ ନୀତି ପାଇଁ ଶ୍ରୀଜିଉଙ୍କୁ ଦର୍ଶନ ୨ଘଣ୍ଟା ବନ୍ଦ ରହିବ। ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଶ୍ରୀଜିଉଙ୍କ ନିକଟରେ ଦ୍ୱିତୀୟ ଭୋଗ ମଣ୍ଡପ ପୂଜା ପରେ ଦିବା ପହୁଡ଼ ନୀତି କରାଯିବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।