ବାହୁଡ଼ା ଯାତ୍ରାର ସମୟ ନିର୍ଘଣ୍ଟ

ପୁରୀ : ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ କରିଛି। ଧାର୍ଯ୍ୟ ହୋଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ ଜୁଲାଇ ୧ ତାରିଖ ସକାଳ ୮ଟାରୁ ୧୦ଟା ମଧ୍ୟରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ଓ ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଛେରାପହଁରା ହେବ। ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ ରଥଟଣା। ୨୩ ତାରିଖ ଦିନ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ପରି ବହୁଡାରେ ମଧ୍ୟ ବିନା ଭକ୍ତରେ ରଥ ଟଣାଯିବ।

ମତାମତ ଦିଅନ୍ତୁ ।