ବିଏମ୍ ସି ଗାଡି ଉପରେ ୧୫ ହଜାର ଫାଇନ୍

ଭୁବନେଶ୍ୱର: ନିୟମ ଭାଙ୍ଗିଥିବାରୁ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌ (ବିଏମ୍‌ସି) ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ୱାଡ୍‌ ଗାଡ଼ିଠାରୁ ଆଦାୟ ହୋଇଛି ଜରିମାନା। ଗୁଡ୍‌ସ୍‌ କ୍ୟାରିଅରରେ କର୍ମଚାରୀଙ୍କୁ ନେବାରୁ ନାଲ୍‌କୋ ଛକରେ ଏହି ଗାଡି ୧୫ ହଜାର ଟଙ୍କା ତଣ୍ଡ ଗଣିଛି। ଡାଲାରେ କର୍ମଚାରୀଙ୍କୁ ନେବା ପାଇଁ ୫ ହଜାର ଓ ପରମିଟ୍ ନଥିବାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

ମତାମତ ଦିଅନ୍ତୁ ।