ଭାରତ କରିବ ପାଣିରେ ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷା

ଭୁବନେଶ୍ୱର: ଭାରତ ଆଉ ଏକ ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛି। ଏହି କ୍ଷେପଣାସ୍ତ୍ର ଦ୍ଵାରା ବୁଡ଼ା ଜାହାଜରୁ ଶତ୍ରୁକୁ ସଠିକ୍ ଭାବରେ ଟାର୍ଗେଟ୍ କରାଯାଇ ପାରିବ। ଶୁକ୍ରବାର ଆନ୍ଧ୍ର ପ୍ରଦେଶର ସମୁଦ୍ରକୂଳର ପାଣି ଭିତରେ ଥିବା ଡିଆରଡିଓ ଷ୍ଟେସନରୁ ୩୫୦୦ କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜ ବିଶିଷ୍ଟ କେ-୪ ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷା ହେବାକୁ ଯାଉଛି। ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ପ୍ରସ୍ତୁତ କରିଛି। ଏହାର ଲକ୍ଷ୍ୟ ଭେଦ ସୀମା ରହିଛି ୩୫୦୦ କିଲୋମିଟର।

ମତାମତ ଦିଅନ୍ତୁ ।