ଭିଓ୍ଵାଣ୍ଡି: ଚାରିତାଲା କୋଠା ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ମୁମ୍ବାଇ ନିକଟବର୍ତ୍ତୀ ଭିଓ୍ଵାଣ୍ଡି ସହରର ଶାନ୍ତିନଗର ଠାରେ ଶନିବାର ପ୍ରତ୍ୟୁଷରେ ଏକ ଚାରିତାଲା କୋଠାଘର ଭୁଶୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଭଗ୍ନସ୍ତୂପ ତଳେ ୧୫ ଜଣରୁଊର୍ଦ୍ଧ୍ଵ ପୋତି ହୋଇ ଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଭିଓ୍ଵାଣ୍ଡି-ନିଜାମପୁର ମୁନିସିପାଲ୍‌ କର୍ପୋରେସନ୍‌ କମିସନର୍‌ ସୂଚନା ଦେଇଛନ୍ତି ଏଇ ଆଠବର୍ଷ ତଳର କୋଠାଘରଟି ବେଆଇନ୍‌ଭାବେ ନିର୍ମାଣ କରାଯାଇଥିଲା। ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।