ଭିଡ଼ ହିଂସା ବିରୋଧରେ କାହିଁକି ଆଇନ କରାଯାଉନି : ଓୱେସୀ

ନୂଆଦିଲ୍ଲୀ : ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତେହାଦୁଲ ମୁସଲିମିନ(ଏଆଇଏମଆଇଏମ)ର ଅଧ୍ୟକ୍ଷ ଅସଦୁଦ୍ଦିନ ଓଓ୍ବେସୀ ଆଜି ଲୋକସଭାରେ ଭିଡ ହିଂସା(ମବ ଲିଂଚିଙ୍ଗ) ଉପରେ ପ୍ରଶ୍ନ ଉଠାଇଛନ୍ତି। ଓ୍ବଓ୍ବେସୀ କହିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରା ଆଇନ ହେବ ବୋଲି କହିବା ପରେ ମଧ୍ୟ ସରକାର ଭିଡ ହିଂସା ଉପରେ ଆଇନ ତିଆରି କରିପାରିଲେ ନାହିଁ। ହାଇଦ୍ରାବାଦରୁ ସାଂସଦ ଥିବା ଓଓ୍ବେସୀ କହିଛନ୍ତି, ମୁଁ ଗୃହମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ, ଭିଡ ହିଂସା ଉପରେ ଆଇନ କାହିଁକି ତିଆରି କରାଯାଉ ନାହିଁ ?

ମତାମତ ଦିଅନ୍ତୁ ।