Wed. Dec 11th, 2019

ମହିଳାଙ୍କର ଏହି ଅଙ୍ଗରୁ ଜଣାପଡେ ସେମାନେ ଭାଗ୍ୟଶାଳୀ କି ନାହିଁ

ମହିଳାଙ୍କର ଏମିତି କିଛି ଅଙ୍ଗ ଅଛି ଯାହା ବହୁତ କିଛି କହିଦେଇଥାଏ। ଏମିତିକି ସ୍ବାମୀଙ୍କୁ ବି କରିଦେଇଥାଏ କୋଟିପତି। କିନ୍ତୁ ଆଜି ଆମେ ମହିଳାଙ୍କର ସେହି ବଡ଼ ଅଙ୍ଗ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ କେବେ ଜାଣିନଥିବେ। ଯାହାଦ୍ବାରା କେବଳ ମହିଳାଙ୍କୁ ନୁହେଁ ବରଂ ତାଙ୍କ ସ୍ବାମୀଙ୍କୁ ମିଳିଥାଏ ଅନେକ ଫାଇଦା।

ଗଭିର ନାଭି : କୁହାଯାଏ କି ଯେଉଁ ମହିଳାଙ୍କ ନାଭି ଗଭିର ହୋଇଥାଏ ସେମାନେ ନିଜ ସ୍ବାମୀ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ମହିଳାଙ୍କ ନାଭି ଗଭିର ହୋଇଥାଏ ସେହି ମହିଳା ବହୁତ ସୁନ୍ଦର ବି ହୋଇଥାନ୍ତି। ନିଜ ସ୍ବାମୀକୁ ବହୁତ ଭଲ ପାଇଥାନ୍ତି। ଆଉ କେବେ ବି ନିଜ ସ୍ବାମୀକୁ ଧୋକା ଦେଇନଥାନ୍ତି।

କେଶ : ମହିଳାଙ୍କ କେଶ ହିଁ ସେମାନଙ୍କ ସୈାନ୍ଦର୍ଯ୍ୟର ରାଜ୍ ଖୋଲିଥାଏ। ଯେଉଁ ମହିଳାଙ୍କ କେଶ ବଡ଼ ଓ ଘନ ହୋଇଥାଏ ସେହି ମହିଳା ନିଜ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ବହୁତ ଜଲଦୀ ହିଁ ନିଜ ସ୍ବାମୀକୁ ଧନବାନ୍ କରିଦେଇଥାନ୍ତି। ଶାସ୍ତ୍ର ଅନୁସାରେ, ଏହି ମହିଳା ଯାହାଙ୍କ ଜୀବନରେ ଆସନ୍ତି ତାଙ୍କ ଜୀବନ ଧନଧାନ୍ୟରେ ପୁରି ରହିବା ସହିତ ଅନେକ ପରିବର୍ତ୍ତନ ମଧ୍ୟ ଆସିଥାଏ।

Leave a Reply

Your email address will not be published. Required fields are marked *