ମହୁମାଛି ଦଂଶନରେ ବେଅର୍‌ ଗ୍ରିଲ୍‌ସ୍‌ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ: ଟେଲିଭିଜ୍‌ନ୍‌ ସୋ ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ୍‌’ର ସୂତ୍ରଧର ବେଅର୍‌ ଗ୍ରିଲ୍‌ସ୍‌ ମହୁମାଛି ଦଂଶନଜିନତ ଆଲର୍ଜିକ୍‌ ରିଆକ୍‌ସନ୍‌ରେ ଗୁରୁତର ଅସୁସ୍ଥ ହୋଇଛନ୍ତି। ‘ଟ୍ରେଜର୍‌ ଆଇଲାଣ୍ଡ୍‌’ ନାମକ ନୂଆ ସିରିଜ୍‌ ସୁଟିଙ୍ଗ୍‌ କରିବା ପାଇଁ ଡଙ୍ଗାରେ ଯାଉଥିବା ବେଳେ ଗୋଟାଏ ମହୁମାଛି ଦଂଶନ କରିଥିଲା। ଏହାର ଉପସମ ପାଇଁ ସେ ‘ଆନାଫାଇଲେକ୍‌ଟିକ୍‌ ସକ୍‌’ ଚିକିତ୍ସା କରାଇ ସୁଟିଙ୍ଗ୍‌ ଚାଲୁ ରଖିଥିଲେ। ପରିସ୍ଥିତିର ଜଣାପଡିବା ପରେ ଘଟଣାସ୍ଥଳ ଡାକ୍ତର ପହଞ୍ଚି ଚିକିତ୍ସା କରବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ହେଉଛି।

ମତାମତ ଦିଅନ୍ତୁ ।