ଯୁବତୀଙ୍କୁ ପ୍ରତାରଣା, ଫାଣ୍ଡି ଅଧିକାରୀ ନିଲମ୍ବିତ

ଖଲ୍ଲିକୋଟ : ଯୁବତୀଙ୍କୁ ପ୍ରେମକରି ଧୋକା ହେଇଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ନିଲମ୍ବିତ ହୋଇଛନ୍ତି। ଗତକାଲି ଫାଣ୍ଡି ଅଧିକାରୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ତାଙ୍କୁ ନିଲମ୍ବନ କରିଛନ୍ତି।

ମତାମତ ଦିଅନ୍ତୁ ।