ରକେଟ୍‌ ମାଡ଼ରେ ଜଳୁଛି ଇରାନ୍‌ ତୈଳ ଟ୍ୟାଙ୍କର୍‌

ନୂଆଦିଲ୍ଲୀ: ସାଉଦି ଆରବ ନିକଟବର୍ତ୍ତୀ ଲୋହିତ ସାଗରରେ ଜଳୁଛି ଇରାନୀୟ ତୈଳ ଟ୍ୟାଙ୍କର୍‌। ଶୁକ୍ରବାର ଦୁଇଟି ରକେଟ୍‌ ମାଡ଼ ଯୋଗୁଁ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ସାଉଦି ଆରବ ପକ୍ଷରୁ କିଛି କୁହାଯାଇନାହିଁ। ସରକାରୀ ଟେଲିଭିଜନ୍‌ କହିଛି ଯେ ବସ୍ଫୋରଣ ଯୋଗୁଁ ତୈଳ ଟ୍ୟାଙ୍କର୍‌ର ଦୁଇଟି ଷ୍ଟୋର୍‌ରୁମ୍‌ ନଷ୍ଟ ହୋଇ ଯାଇଛି।

ମତାମତ ଦିଅନ୍ତୁ ।