ରତ୍ନ ଭଣ୍ଡାର ଅଡିଟ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧିଦଳ ନେତା

ଭୁବନେଶ୍ଵର : ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ହେଉ ଅଡିଟ୍। ଏହି ଦାବିରେ ବିରୋଧିଦଳ ନେତା ପ୍ରଦୀପ୍ତ ନାଏକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ନାଏକ ଲେଖିଥିବା ଚିଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ସହ ସମସ୍ତ ଅଳଙ୍କାରର ତାଲିକାକୁ ସାର୍ବଜନୀନ କରିବାକୁ ଦାବି କରିଥିବା ବେଳେ ସରକାରଙ୍କ ୫ଟି ରେ ଥିବା ଦୁଇଟି ଟି ଟ୍ରାନ୍ସପରେନ୍ସି ଓ ଟାଇମ୍‌କୁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁ କରାଯାଉ ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।