ରାଶିଫଳ

ରାଶିଫଳ (ବୁଧବାର)

ଆଷାଢ (ମିଥୁନ) ୨୪ ଦିନ ଜୁଲାଇ ୮ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର ଆୟ ଉତ୍ତମ ହେବ । ସହଯୋଗ ପ୍ରାପ୍ତି ହେବାର ଯୋଗ ରହିଛି । ଶରୀର ସୁସ୍ଥ ରହିବ ।
ବୃଷ: ଆପଣ ଆଜି କର୍ମ ଚଞ୍ଚଳ ରହିବେ । ଆୟ ଭଲ ରହିବ ।
ମିଥୁନ: ଆଜି ଆପଣଙ୍କର ଘାତଚନ୍ଦ୍ର । ସତର୍କ ରହି କାର୍ଯ୍ୟ କରନ୍ତୁ । ବୃନ୍ଦାବତୀଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
କର୍କଟ: ମିତ୍ରଲାଭ ଯୋଗ ରହିଛି । ମନ ପ୍ରଫୁଲ୍ଲ ରହିବ । ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ ।
ସିଂହ: କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ଆୟ ସ୍ଥିର ରହିବ । ଶରୀର ସୁସ୍ଥ ରହିବ ।
କନ୍ୟା: ଦୁଃଖ ଭିତରେ ଆଜି ଆପଣ ଦିନଟି କାଟିବେ । ମାତା ଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ତୂଳା: ଚିନ୍ତାଗ୍ରସ୍ତ ହେବେ । ଆୟ ସ୍ଥିର ରହିବ । ସହଯୋଗ ମିଳିବାରେ ସାମାନ୍ୟ ବିଘ୍ନ ଘଟିବ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ।
ବିଛା: କଳହଯୋଗ ରହିଛି । ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ସୂର୍ଯ୍ୟଦେବଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ଧନୁ: ମନ ଦୃଢ଼ ରହିବ । କର୍ମରେ ସଫଳ ହୋଇପାରନ୍ତି । ସହଯୋଗ ପ୍ରାପ୍ତି ହେବ ।
ମକର: ସୌଜନ୍ୟତା ପ୍ରକାଶ କରି ପ୍ରଶଂସିତ ହେବେ । ମନରେ ଖୁସି ଅନୁଭବ କରିବେ । ଆୟ ମଧ୍ୟମ ହେବ ।
କୁମ୍ଭ: କାର୍ଯ୍ୟହାନୀ ଯୋଗ ରହିଛି । ମା’ କାଳୀଙ୍କର ଉପାସନା କରନ୍ତୁ ।
ମୀନ: ମନ ପ୍ରସନ୍ନ ରହିବ । ସହଯୋଗ ପ୍ରାପ୍ତି ହେବ । ଆୟ ଭଲ ହେବ । ଦିନଟି ଭଲରେ କଟିବାର ଯୋଗ ରହିଛି ।

ମତାମତ ଦିଅନ୍ତୁ ।

Back to top button