ରାଶିଫଳ (ମଙ୍ଗଳବାର)

ଆଷାଢ (ମିଥୁନ) ୨୩ ଦିନ ଜୁଲାଇ ୭ ତାରିଖ, ୨୦୨୦
ମେଷ: ସୁଖ ସମ୍ମାନ ପ୍ରାପ୍ତି ହେବ । ସହଯୋଗ ମିଳିବ । ଆୟ ଉତ୍ତମ ହେବ ।
ବୃଷ: ପରୋପକାରରେ ଦିନଟି କଟିବ । ମନ ସ୍ଥିର ରହିବ । ଦିନଟି ମଧ୍ୟମ ଫଳଦାୟକ ହେବ ।
ମିଥୁନ: ସୁଖହାନୀ ଘଟିବାର ଯୋଗ ରହିଛି । ଭଗବାନ ଗଣେଶଙ୍କୁ ଆରାଧନା କରନ୍ତୁ ଲାଘବ ହେବ ।
କର୍କଟ: ପାରିବାରିକ ସୁଖ ମିଳିବ । ମନ ପ୍ରଫୁଲ୍ଲ ରହିବ । ଆୟ ସ୍ଥିର ରହିବ ।
ସିଂହ: ଆଜି ଆପଣଙ୍କର ଘାତଚନ୍ଦ୍ର । ସତର୍କତା ଅବଲମ୍ବନ କରନ୍ତୁ । ବଗଳାମୁଖୀଙ୍କ ସ୍ତ୍ରୋତ ପାଠ କରନ୍ତୁ ଲାଘବ ହେବ ।
କନ୍ୟା: ପରାମର୍ଶ କରି କାର୍ଯ୍ୟ କରନ୍ତୁ । ଭ୍ରମ ଯୋଗ ରହିଛି । ହରପାର୍ବତୀଙ୍କୁ ସ୍ମରଣ କରନ୍ତୁ ଲାଘବ ହେବ ।
ତୂଳା: ଆଜି ଆପଣ ମାନସିକ ଅସନ୍ତୋଷ ପାଇପାରନ୍ତି । ଦେହ ସାମାନ୍ୟ ଅସୁସ୍ଥ ହୋଇପାରେ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ, ଲାଘବ ହେବ ।
ବିଛା: ଆପଣ ଆଜି ଅଧିକ ପରିଶ୍ରମ କରିପାରନ୍ତି । ମାନସିକ ଶାନ୍ତି ଅନୁଭବ କରିବେ । ଆୟ ସ୍ଥିର ରହିବ ।
ଧନୁ: ଆଜି ଆପଣ ଆଶାବାଦୀ ହେବେ । ସହଯୋଗ ପାଇବାରେ ବିଘ୍ନ ଘଟିବ । ଆୟ ସାମାନ୍ୟ କମ୍ ରହିବ ।
ମକର: ଆଜି ଆପଣଙ୍କର ଶ୍ରୀଚନ୍ଦ୍ର । ସର୍ବକୁଶଳ ଅନୁଭବ କରିବେ ।
କୁମ୍ଭ: ପଥରୋଧ ଘଟିବାର ଯୋଗ ରହିଛି । ଘରୁ ବାହାରିବା ପୂର୍ବରୁ ଭଗବାନ ବିଷ୍ଣୁଙ୍କୁ ଉପାସନା କରନ୍ତୁ ।
ମୀନ: ଆୟ ଯୋଗ ରହିଛି । ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ । ବନ୍ଧୁ ସହଯୋଗ ପ୍ରାପ୍ତି ହୋଇପାରେ । ଦିନଟି ଉତ୍ତମ ଫଳଦାୟକ ସମ୍ଭାବନା ରହିଛି ।

ମତାମତ ଦିଅନ୍ତୁ ।