ରାଶିଫଳ (ରବିବାର)

ଆଷାଢ (ମିଥୁନ) ୨୧ ଦିନ ଜୁଲାଇ ୫ ତାରିଖ, ୨୦୨୦
ମେଷ: ଆଜି ଆପଣ ସତ୍‌ସଙ୍ଗ ଲାଭ କରିବେ । ମନ ସ୍ଥିର ରହିବ । ସହଯୋଗ ପ୍ରାପ୍ତି ହେବ ।
ବୃଷ: ଆଳସ୍ୟ ପରାୟଣ ହୋଇପାରନ୍ତି । ଦେହ ଓ ମନ ଭଲ ରହିବ । ଆୟ ସ୍ଥିର ରହିବ ।
ମିଥୁନ: ଆପଣ ଆଜି ସୁଖ ସନ୍ତୋଷ ଲାଭ କରିବେ । ଆୟ ଉତ୍ତମ ହେବ । ଦେହ ଭଲ ରହିବ ।
କର୍କଟ: ଆପଣଙ୍କର ଆଜି ଭୟଭୀତ ହେବାର ଯୋଗ ରହିଛି । ମନୋବଳ ଦୃଢ଼ କରନ୍ତୁ । ଭଗବାନ ଭୂତନାଥଙ୍କୁ ସ୍ମରଣ କରନ୍ତୁ, ଲାଘବ ହେବ ।
ସିଂହ: ଆପଣ ଆଜି ଚିନ୍ତାଗ୍ରସ୍ତ ହେବେ । ମନ ବ୍ୟାକୁଳ ହେବ । ଆୟ ସ୍ଥିର ରହିବ । ଦେହ ଭଲ ରହିବ ।
କନ୍ୟା: ଆପଣଙ୍କର ଆଜି ବାଦବିବାଦ ରହିବ । ମନ ଅସ୍ଥିର ରହିବ । ଆୟ ସ୍ଥିର ରହିବ ।
ତୂଳା: ଆଜି ଆପଣଙ୍କର ଘାତଚନ୍ଦ୍ର । ସତର୍କ ଅବଲମ୍ବନ କରନ୍ତୁ । ଭଗବାନ ଗଣେଶଙ୍କୁ ସ୍ମରଣ କରନ୍ତୁ, ଲାଘବ ହେବ ।
ବିଛା: ଆଜି ଆପଣ ପରାଧୀନ ହୋଇ କାର୍ଯ୍ୟ କରିବେ । ଦେହ ଓ ମନ ଭଲ ରହିବ । ଆୟ ସ୍ଥିର ରହିବ ।
ଧନୁ: ସୁଖ ସନ୍ତୋଷ ଲାଭ କରିବେ । ଦେହ ଓ ମନ ଭଲ ରହିବ । ଆୟ ଭଲ ହେବ ।
ମକର: ଆଜି ଆପଣଙ୍କର ବ୍ୟୟଯୋଗ ରହିଛି । ସତର୍କ ରହି ଖର୍ଚ୍ଚ କରନ୍ତୁ । ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ।
କୁମ୍ଭ: ଆଜି ଆପଣଙ୍କର ଆୟ ଯୋଗ ରହିଛି । ଦେହ ଭଲ ରହିବ । ବନ୍ଧୁମାନେ ସହଯୋଗ କରିବେ ।
ମୀନ: ଆପଣ ଆଜି କର୍ମଚଞ୍ଚଳ ହୋଇ କାର୍ଯ୍ୟ କରିବେ । ମନ ପ୍ରଫୁଲ୍ଲ ରହିବ । ଆୟ ମଧ୍ୟମ ହେବ ।

ମତାମତ ଦିଅନ୍ତୁ ।