ରୁପା ଦର ୪୩ ହଜାର ଟପିଲା

ନୂଆଦିଲ୍ଲୀ : ଟଙ୍କାର ବିନିମୟ ମୂଲ୍ୟ ହ୍ରାସର ପ୍ରଭାବ ଭାରତୀୟ ଗହଣା ବଜାର ଉପରେ ପଡିଛି। ଫଳରେ ଆଜି ସୋମବାର ସୁନା ଦର ୧୦ ଗ୍ରାମ ପ୍ରତି ୩୭୦୦୦ ଟଙ୍କା ପାଖରେ ପହଞ୍ଚିଥିବା ବେଳେ ରୁପା ଦର କିଲୋପ୍ରତି ମୂଲ୍ୟ ୪୩୦୦୦ ଟଙ୍କା ଟପିଯାଇଛି। ସୂଚନାଯୋଗ୍ୟ ଯେ ଜୁଲାଇ ୬ରେ ସୁନା ଦର ୭୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୩୫,୪୭୦ ଟଙ୍କା ଓ ରୁପା ୨୮୦ ଟଙ୍କା ବୃଦ୍ଧି ପାଇ କିଲୋପ୍ରତି ୩୮,୮୦୦ ଟଙ୍କାରେ ପହଞ୍ଚିଥିଲା। ଜୁଲାଇରେ ମଧ୍ୟ ସୁନା ଓ ରୁପାର ଘଟିଥିଲା ମୂଲ୍ୟ ବୃଦ୍ଧି।

ପ୍

ମତାମତ ଦିଅନ୍ତୁ ।